This channel is dedicated to Odia students who are interested for learning. We believe Education is one of the most powerful things in life. It allows us to find the meaning behind everything and helps improve lives in a massive way. Hence It should be free for all.
All these videos are copyright to Siddheswari Group. We are not making fancy videos to increase viewership. We want the student should learn from this videos. Please share and Don't imitate it.
Hold our hands to spread GOODNESS.
ଏହି ଚ୍ୟାନେଲଟି ଓଡ଼ିଆ ଛାତ୍ର/ଛାତ୍ରୀ ମାନଙ୍କ ପ୍ରତି ସମର୍ପିତ ଯେଉଁମାନେ ପାଠ ପଢା ପାଇଁ ଇଛୁକ | ଆମେ ବିଶ୍ୱାସ କରୁ ବିଦ୍ୟା ଅଟେ ମହାଧନ ଏବଂ ଏହା ଆମକୁ ସମସ୍ତ ଅନ୍ତରାଳରେ ଛୁଁପିଥିବା ସତ୍ୟକୁ ଅବଗତ କରାଏ | ଏହାମଧ୍ୟ ଆମର ବିଚାର ଧାରା ଓ ଜୀବନର ପ୍ରଗତିପଥକୁ ପ୍ରଭାବିତ କରେ | ତେଣୁ ଏହା ମାଗଣା ହେବ ଉଚିତ |
ଦୟାକରି ଏହାର ବିଷୟବସ୍ତୁ କପି କରନ୍ତୁ ନାହିଁ | କପି କରିବା ଏକ ଅପରାଧ | ମାଗଣା ପଢିବାପାଇଁ ଆମ ଚାନେଲକୁ ନିଜ ଲିଷ୍ଟରେ ଯୋଡନ୍ତୁ | ଅନ୍ୟମାନଙ୍କ ସୁବିଧା ପାଇଁ ସେୟାର କରନ୍ତୁ