ମୁଁ ନିରଞ୍ଜନ ମହାପାତ୍ର ଓଡ଼ିଶାର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ NM EDUCATION YouTube Channel କୁ ସ୍ବାଗତ ଜଣାଉଛି ।ସଂସ୍କୃତ ପାଠପଢ଼ାକୁ ସହଜ କରିବା ନିମନ୍ତେ ଏହାମୋର ଏକ ଛୋଟ ପ୍ରୟାସ । ଏମିତି ଅନେକ ଛାତ୍ରଛାତ୍ରୀ ଅଛନ୍ତି ଯେଉଁମାନେକି ପାଠ ପଢିବାର ଇଚ୍ଛା ଥିଲେ ମଧ୍ୟ ଆର୍ଥିକ ସମସ୍ୟା ଯୋଗୁଁ ପାଠ ପଢିପାରୁନାହାନ୍ତି ଟ୍ଯୁସନ୍ ଫି ଦେଇପାରୁ ନାହାନ୍ତି । ତାହାକୁ ଦୃଷ୍ଟିରେ ରଖି ମୁଁ ଅଷ୍ଟମ, ନବମ, ଦଶମ ଓ +2 ଶ୍ରେଣୀ ସଂସ୍କୃତ ବିଷୟର ପାଠ ଗୁଡ଼ିକ ଏହି ଚ୍ୟାନେଲ୍ ରେ ଅପ୍ଲୋଡ କରୁଛି ଯାଦ୍ବାରା ସେମାନେ ବିନା ମୂଲ୍ଯରେ ସମ୍ପୂର୍ଣ୍ଣ ମାଗଣାରେ ଏହି ଚ୍ୟାନେଲରେ ପାଠ ପଢିପାରିବେ ।ଆଶା ପାଠ ଗୁଡ଼ିକ ନିଶ୍ଚିତ ସମସ୍ତଙ୍କ ପସନ୍ଦ ଆସିବ ।


ଧନ୍ୟବାଦ ।

LIKE , SHARE & SUBSCRIBE
👍👍👍👍👍👍👍👍👍👍👍
The channel to get new video

My Telegram Channel -
https://t.me/nmeducation
https://t.me/nmeducation

👇👇👇👇👇👇👇👇
My Instagram Account -

https://instagram.com/niranjanmahapatra84